July 2017 - Blogs by Sangram Keshari Senapati

Tuesday, 25 July 2017

When Only Love Remains

Sangram Keshari Senapati July 25, 2017 0
When Only Love Remains
"WHEN ONLY LOVE REMAINS” is the book written by Durjoy Datta. Mainly, from my childhood, I couldn’t get chances to read any novels. And since I’m from an Odia medium school, it’s really a dream to read something in English. There we read English and other literature subjects to pass in the exam only. Like English, I also ignored Odia, Sanskrit, and Hindi....

Thursday, 13 July 2017

ପରିବେଶ ସୁରକ୍ଷା, ଜୀବନ ରକ୍ଷା

Sangram Keshari Senapati July 13, 2017 0
ପରିବେଶ ସୁରକ୍ଷା, ଜୀବନ ରକ୍ଷା
ପରିବେଶ ସୁରକ୍ଷା, ଜୀବନ ରକ୍ଷା । ପରିବେଶର ସୁରକ୍ଷା ପାଇଁ ସୁଦର୍ଶନ ପଟ୍ଟନାୟକେ ଅନଶନରେ ବସିଲେ । ସରକାର ତ ତାଙ୍କ କାମ କରିଦେବେ । କ'ଣ ଗୋଟେ ଯୋଜନା ବନେଇଦେବେ ଆଉ ତା' ପରେ ତାଙ୍କ କାମ ଶେଷ । ସେ କାମ କେତେ କ'ଣ ହେବ ସେକଥା ଭଗବାନଙ୍କୁ ବି ଅଜଣା । ସବୁପରେ ବି ଯଦି ସେସବୁ ସଫା ହୋଇଯାଏ, ତେବେ ପୁଣି ଅଳିଆ ଭର୍ତ୍ତି ହେବନି ବୋନି କିଏ କ‌ହିବ । ଆମକୁ ନିଜେ ହିଁ ନିଜେ ସଚେତନ ହେବାକୁ ପଡ଼ିବ । ଆମ ଘର, ଆମ ପରିବେଶକୁ ଆମକୁ ହିଁ ସଫା...

Friday, 7 July 2017

#RasagolaDibasa 2017

Sangram Keshari Senapati July 07, 2017 0
#RasagolaDibasa 2017
On the last day of #RathaJatra, Lord Jagannatha returns to his Ratna Singhasana. This process is called as #Niladribije. On this day, he offered Rasagola to his wife Maa Mahalaxmi as a present. I've written something about Rasagola Dibasa previously. In the year of Nabakalebara of Lord Jagannatha, Odia people wish to celebrate #RasagolaDibasa as this is...

Thursday, 6 July 2017

ରସଗୋଲା ଦିବସ

Sangram Keshari Senapati July 06, 2017 0
ରସଗୋଲା ଦିବସ
ରଥଯାତ୍ର ସମୟରେ ମହାପ୍ରଭୁ ତାଙ୍କ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ବୁଲିପଳାନ୍ତି ବୋଲି ମହାଲକ୍ଷ୍ମୀଙ୍କ ରାଗ ବଢ଼ିଯାଏ । ସ୍ନାନଯାତ୍ରାରେ ଏତେ ଗାଧୁଆ, ତା'ପରେ ପୁଣି ୧୫ଦିନର ଜ୍ୱର ଆଉ ଜ୍ୱର ଛାଡ଼ିଲା ବେଳକୁ ସିଧା ମାଉସୀଘର । ଯେକୌଣସି ସ୍ତ୍ରୀ ହେଲେ ବି ରାଗିବ । ମା' ଲକ୍ଷ୍ମୀ ବି ସେଥିରୁ ବାଦ୍ ଯିବେ କେମିତି । ସେଥିପାଇଁ ସେ ରାଗରେ ଯାଇକି ପ୍ରଭୁଙ୍କୁ ଦେଖା କରିନପାରି ହେରାପଞ୍ଚମୀରେ ନନ୍ଦିଘୋଷ ରଥକୁ ଭାଙ୍ଗିବାକୁ ବି ଚେଷ୍ଟା କରନ୍ତି...

Wednesday, 5 July 2017

ସୁଲଗ୍ନା ଅପାଙ୍କ "ନାଲିଚୁଡ଼ା"

Sangram Keshari Senapati July 05, 2017 0
ସୁଲଗ୍ନା ଅପାଙ୍କ "ନାଲିଚୁଡ଼ା"
ଜଣା ନାହିଁ କେତେ ଦିନ ହେବ ମୁଁ ସୁଲଗ୍ନା ଅପାଙ୍କୁ ଜାଣିଛି ମୋତେ ମନେ ନାହିଁ । ହଁ ଏଇ ୨୦୧୭ରେ ହିଁ ତାଙ୍କୁ ଜାଣିଲି । ଅନେକ ସମୟରେ ଟୁଇଟରରେ ତାଙ୍କ କ୍ଷୁଦ୍ରଗଳ୍ପ ଦେଖେ । ତା' ପରେ ଥରେ ତାଙ୍କ ପ୍ରୋଫାଇଲ୍ ଖୋଲିକି ମିଡ଼ିଆରେ ଥିବା ସବୁତକ ଗପ ପଢ଼ିଲି ଆଉ ଗପ ପଢ଼ିଲା ପରେ ବ‌ହୁତ ବଢ଼ିଆ ଲଗାଲା । ଗପ ପଢ଼ିବା ସ‌ହ ତାଙ୍କର ପ୍ରୋଫାଇଲ୍‌ରେ ଥିବା ୱେବ୍‌ସାଇଟ୍ ଲିକ୍ http://www.thehappyteacher.in ଦେଖିଲି । ସେଇ ୱେବ୍‌ସାଇଟ୍‌ଟା...
Page 1 of 3112345...31Next »Last