ସମସ୍ୟା ଆମ ଜୀବନର ଏକ ସତ୍ୟ ଅଟେ । କିଏ ଏହି କଥାକୁ ବୁଝିଯାଏ ତ ପୁଣି କିଏ ସାରା ଜୀବନ ଏହି ସମସ୍ୟା ବିଷୟରେ ଭାବି ଭାବି କାନ୍ଦୁଥାଏ । ଜୀବନର ପ୍ରତ୍ୟେକ ମୋଡ଼ରେ ଆମର ସମସ୍ୟା(Problems) ସହ ଆମ୍ନାସାମ୍ନା ହୋଇଥାଏ । ସମସ୍ୟା ବିନା ଜୀବନର କଳ୍ପନା କରାଯାଇପାରେ ନାହିଁ ।
Sunday, 17 April 2016
ସମସ୍ୟା ଆଉ ସମାଧାନ
Sangram Keshari Senapati
April 17, 2016
0
Wednesday, 13 April 2016
Extra Lightening of Sun
Sangram Keshari Senapati
April 13, 2016
0
When one
side of earth, faces toward the sun, that part of earth gets lightening
with the light of Sun. That lightening of earth is called as Day and the
absence of that light is considered as night. At night, that part of
earth faced opposite towards the Sun.
But
sometimes, the clouds come across the Sun and the Earth. At that time,
the light from Sun to Earth decreases and hence we are coming to know
about the raining situation. And when those clouds moves, the Sun light
again comes towards the Earth.
Sometimes
we see that, the could come across the Sun and Earth. At that time, the
light of earth decreases and when those clouds moves from that place.
Especially at the afternoon time, means sometimes before sunset, when
these types of processes happening and after the move of clouds there
are more and more lights came towards to the earth. And I don’t have
much idea about this phenomenon. But I just have clicked a picture of
this view may be in 2014.
Some
times before that situation captured in the photograph, the clouds came
across the Sun and the Earth may be 20 to 30 minutes before the sunset.
And when those clouds moved from the path of lightening of Sun to
Earth, We saw this wonderful view and We just captured that view.
Friday, 18 March 2016
1st experience through Fog
Sangram Keshari Senapati
March 18, 2016
0
Among all the creations of this world, the all mighty Brahmadeba created the earth for the people, heaven for the god. He created most luxurious things for the heaven as per our ancient books, but he the beauty of this earth is the best among his all creations.
Maximum time we people goes through the different problem in our day to day life. At that bad situation of human beings, one thing never left them. i.e. the beauty of nature. Nature gives us different types of pleasures, medicines, everything. Whenever you feel sad, these things always try to make you happy. But unfortunately, we can't able to feel for their gift. But some people feel those pleasures. Every moment the nature doing different things for every single people.
I love the beautiful nature and their elements. Sometimes when I feel uncomfortable, I just go for around through these beauties. Trust me you can feel the true beauty of nature when you are unhappy. And sometimes I just go for some snap of these unseen beauties.
During my 7th semester break holidays, I woke up in the morning and see the atmosphere was full of fog. So I just went for around through the foggy atmosphere. That was my first experience of walking through the fog. At that time I clicked a photo in front of my primary school, where I read till 7th class. That day was 19th January 2016 and that photo appears like the actual road to heaven.
The red-mud roads from the main road to the school gate appear like the road filled with flowers and the trees stand both sides appear like the welcoming elements of the heaven.
So the nature giving us different types of pleasures, we just have to feel it and try to view those unseen spots.
Wednesday, 17 February 2016
ସୁ-ମନ୍ତ୍ର
Sangram Keshari Senapati
February 17, 2016
0
Monday, 8 February 2016
୨୦୧୫ ବର୍ଷରେ ଟ୍ୱିଟରରେ ଓଡ଼ିଶାର ଟ୍ରେଣ୍ଡ
Sangram Keshari Senapati
February 08, 2016
0
ସୋଶିଆଲ ମିଡ଼ିଆର ଆଗମନ ପରେ ସାମ୍ବାଦପତ୍ରର ସଂଜ୍ଞା ବଦଳିଯାଇଛି । କୌଣସି ସମ୍ବାଦ ବା ତଥ୍ୟକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ପାଲିଟିଛି । ଯଦିଓ କିଛି ଅଗ୍ରଗାମୀ ଓଡ଼ିଆ ଫେସବୁକ ବା ଟ୍ୱିଟରରେ ବହୁ ସମୟ ଧରି ସକ୍ରିୟ ଥିଲେ, କିନ୍ତୁ ଗୋଷ୍ଠୀବଦ୍ଧ ଭାବେ ଓଡ଼ିଶା କିମ୍ବା ଏହାର କୌଣସି ବୈଶିଷ୍ଟ୍ୟକୁ କେବେ ପ୍ରୋତ୍ସାହିତ କରାଯାଇନଥିଲା ।
Saturday, 30 January 2016
କେତେ ସ୍ୱଚ୍ଛ ଆମ ପରିବେଶ?
Sangram Keshari Senapati
January 30, 2016
1
ସର୍ବପ୍ରଥମେ ସଭିଙ୍କୁ ୨୦୧୬ର ଅଭିନନ୍ଦନ । ସଭିଙ୍କୁ ମୋର ପ୍ରଣାମ, ଆପଣଙ୍କ ସୁଭାଷିଶ କାମନା କରି ୨୦୧୬ର ପ୍ରଥମ ଲେଖା ଲେଖୁଛି । ଆମେ ସଭିଏଁ ସବୁବେଳେ ସଫସୁତୁରା ରହିବାକୁ ପସନ୍ଦ କରୁ, ସେଥିପାଇଁ ଆମ କପଡ଼ା ଠାରୁ ଆରମ୍ଭ କରି ଆମର ଘରଯାଏ ଆମେ ସଫାସୁତୁରା କରି ସଜେଇଥାଉ । ଘରଟିଏ ସଫା ରହିଲେ ସଭିଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ, ଆମେ ସଫା କପଡ଼ାଟିଏ ପିନ୍ଧିଲେ ସଭିଏଁ ପସନ୍ଦ କରିବେ । ଆମେ ବି ଛୋଟବେଳୁ ପଢ଼ିଛୁ, "ସାଇତି ରଖିବା, ସଜେଇ ରଖିବା" ।
ଆମ ପରିବେଶକୁ ଆମେ ସ୍ୱଚ୍ଛ ରଖିବା । ଆମ ପରିବେଶକୁ ସ୍ୱଚ୍ଛ ରଖିବାକୁ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ଅନେକ ପଦେକ୍ଷେପ ନିଆଯାଉଛି । ଏମିତିକି ଆମ ରାଜ୍ୟ ସରକାର ମଧ୍ୟ ଏବେ ପରିବେଶକୁ ସ୍ୱଚ୍ଛ କରିବାକୁ କିଛି ପଦେକ୍ଷେପ ନେଉଛନ୍ତି ।
ଆମ ପରିବେଶକୁ ସଫା ରଖିବା ପ୍ରକୃତରେ ସରକାରଙ୍କ କାମ ନୁହେଁ, ଏ କାମ ହେଉଛି ଆମର । ଆମ ଘରକୁ ସଫା କରିବାକୁ ଆମେ ଯଦି ଜଣେ ଲୋକକୁ ଦାୟିତ୍ୱ ଦେଇକି ପଳେଇବା, ସେ ଆମକୁ ପସନ୍ଦ ହେଲା ପରି ସଫା କରିପାରିବନି । ଏହାର କାରଣ ହେଉଛି ଆମକୁ ଆମର ପସନ୍ଦ ହିଁ ବେଶି ଭଲ ଲାଗେ । ଆମେ ଆମର ପରିବେଶକୁ ସଫା ଦେଖିବାକୁ ହେଲେ ଆମକୁ ସଫା କରିବାକୁ ପଡ଼ିବ । ଆମେ ଅଳିଆକୁ ସଫା ନ କରିପାରିଲେ ମଧ୍ୟ ଆମେ ଆଳିଆ ବଢ଼ାଇବାକୁ ରୋକିପାରିବା । ଯେମିତିକି ଆମର ଅଳିଆକୁ ଆମେ ଏଣେତେଣେ ନ ଫୋପାଡ଼ି ଏକ ନିର୍ଦ୍ଧିଷ୍ଠ ସ୍ଥାନରେ ଠୁଳ କରି ସରକାରଙ୍କ ପ୍ରଦତ୍ତ ଅଳିଆଗଦାରେ ପକାଇବା । ଏବେ ତ ସରକାରଙ୍କ ତରଫରୁ ପ୍ରତ୍ୟେକ ସ୍ଥାନରେ ଅଳିଆକୁ ପକାଇବାକୁ ଡବାମାନ ରଖାଯାଇଛି, ଆମକୁ ଆମର ଅଳିଆକୁ ସେଇ ଡବାରେ ପକାଇବା ଦରକାର । ଆମେ ସରକାରଙ୍କୁ ଆଙ୍ଗୁଳି ଉଠାଇବା ଆଗରୁ ଆମ ନିଜର କର୍ତ୍ତବ୍ୟ ପାଳନ କରିବା ଦରକାର ।
ତଥାପି ଅନେକଙ୍କୁ ଆମେ ଦେଖୁଛେ କି, କିଛି ଲୋକ ଅଳିଅ ସଫା ନ କରିଲେ ମଧ୍ୟ ନିଜେ ନିଜର ଅଳିଆକୁ ଠିକ୍ ସ୍ଥାନରେ ପକାଉଛନ୍ତି । ଆମକୁ ମଧ୍ୟ ଏମିତି କରିବାକୁ ପଡ଼ିବ ।
ଅନେକ ସମୟରେ ଦେଖିଥାଉ କି ମେଳା କିମ୍ବା ପୂଜା ଆଗରୁ ସେଇ ପଡ଼ିଆକୁ ଭଲ ଭାବରେ ସଫା କରାଯାଏ, ହେଲେ ସେଇ ମେଳା ସରିବା ପରେ ପଡ଼ିଆରେ ପଡ଼ିରହେ ଅନେକ ଅଳିଆ ଯାହାକି ପୁଣି ପରବର୍ତ୍ତୀ ମେଳାଯାଏ ପଡ଼ିରହିଥାଏ ସେମିତି । ପଲିଥିନି ଜରି ଆଦିର ବହୁଳ ବ୍ୟବହାର ଏତେମାତ୍ରାରେ ବଢ଼ିଯାଇଛି ଯେ ଯାହା ଆମକୁ ଏହି ମେଳା ପରେ ହିଁ ବେଶିମାତ୍ରାରେ ଦୃଶ୍ୟମାନ ହୁଏ । ସେମିତି ଏକ ମେଳାର ସମାପ୍ତି ପରର କିଛି ଦୃଶ୍ୟରେ ଆମ ପରିବେଶର ସ୍ୱଚ୍ଛତା ପରିଲକ୍ଷିତ ହେଉଛି ।
ଯାତ୍ରା ପାଇଁ ବ୍ୟବହୃତ ଜେନେରେଟରରେ ଶବ୍ଦ ନିୟନ୍ତ୍ରଣପାଇଁ ଥିବା ଯନ୍ତ୍ରକୁ ତଳେ ଗଡ଼ାଇ ଦିଆଯାଇଛି । |
ଦୋକାନୀମାନେ ନିଜର ଦୋକାନରେ ବ୍ୟବହାର କରୁଥିବା ଜରିମାନକୁ ସେହି ସ୍ଥାନରେ ସେମିତି ଛାଡ଼ିଦେଇଥାନ୍ତି । |
ସେମିତି ଆଉ କିଛି ଦୋକନୀ ନିଜ ଦୋକନରୁ ବାହରୁଥିବା କିଛ ବର୍ଯ୍ୟବସ୍ତୁକୁ ମଧ୍ୟ ସେହି ସ୍ଥାନରେ ଛାଡ଼ିଯାଅନ୍ତି । |
ଆଉ କିଛି ଅଳିଆକୁ ମଧ୍ୟ ଏମିତି ବାହାରେ ଖୋଲାରେ ଜଳାଇଦିଆଯାଏ, ଯାହାକି ପରେ ଆହୁରି ଅଧିକ ପ୍ରଦୂଶଣ ସୃଷ୍ଟି କରେ । |
ଆହୁରି ଅନେକ ସ୍ଥାନରେ ଦେଖାଯାଉଛି ଯେ ଅଳିଆକୁ ସହରରୁ ସଫା କରି କିଛି ଦୂରରେ ଖୋଲାରେ ଛାଡ଼ିଦିଆଯାଉଛି, ଯାହାକି ସେହି ଅଞ୍ଚଳର ପରିବେଶଠାରୁ ଆରମ୍ଭ କରି ବାୟୁମଣ୍ଡଳ ପର୍ଯ୍ୟନ୍ତ ପ୍ରଦୂଷଣ କରିବାରେ ଲାଗିଛି । କେତେକ ସ୍ଥାନରେ କିଛ ବସ୍ତି ଅଞ୍ଚଳରେ ମଧ୍ୟ ସେହି ଅଳିଆକୁ ପକାଯାଉଛି, ଯହାକି ସେହି ଅଞ୍ଚଳରେ ଏକ ବେମାର ସୃଷ୍ଟି କରୁଛି । ସେହି ବଡ଼ ଅଳିଆ ଗଦାରୁ ଜନ୍ମିତ ମଶାଙ୍କର ମଧ୍ୟ ସେମାନେ ଶିକାର ହୋଇ ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି । ଆହୁରି ଅନେକ ସମସ୍ୟା ସୃଷ୍ଟି ହେଉଛି ଏହି ଅଳିଆ ଗଦା ପାଇଁ । ସରକାରଙ୍କ ଯୋଜନା ସହରକୁ ଅଳିଆ ମୁକ୍ତ କରିବାରେ ବ୍ୟସ୍ତ କିନ୍ତୁ ଏହି ଅଳିଆକୁ ଠିକ୍ ରୂପରେ ବିନିଯୋଗ କରିବାରେ ସେହିଭଳି କିଛି ପଦକ୍ଷେପ ନିଆଯାଉନାହିଁ ।
ଏଣୁ ଆମକୁ ଆମ ପରିବେଶକୁ ସ୍ୱଚ୍ଛ ରଖିବାକୁ ହେବ । ସେଥିପାଇଁ ଆମକୁ ଅଳିଆ ଆବର୍ଜନା କୁ ବଢ଼ାଉଥିବା ପଦାର୍ଥର ବ୍ୟବହାରକୁ ରୋକିବାକୁ ହେବ । ନିଜକୁ ନିଜେ ସତର୍କ ହୋଇ ଚଳିବାକୁ ହେବ, କାରଣ ଏଇ ପରିବେଶ ଆମର ଏହାକୁ ଆମକୁ ହିଁ ପ୍ରଦୂଷଣ ମୁକ୍ତ କରିବାକୁ ହେବ ।
Sunday, 10 January 2016
Thank u all 4 make my 21st B'day very much Special...
Sangram Keshari Senapati
January 10, 2016
4
I can’t believe how quickly the time has gone!
It’s been such a crazy and happy adventure – In previous years I've celebrated my B'day with my family and some friends who were with me. but in this b'day more more wishes from friends made my b'day really wonderful..
Wednesday, 30 December 2015
ଅନୁଭୂତିରେ ୨୦୧୫
Sangram Keshari Senapati
December 30, 2015
0
ଆଉ ମାତ୍ର କିଛି ସମୟ ପରେ ବିଦାୟ ନେଇଯିବ ବର୍ଷ ୨୦୧୫, ଯାହାକି ଆଉ କେବେ ଆସିବନି । ୨୦୧୫ ବର୍ଷ ଛାଡ଼ିଯାଇଛି ଅନେକ କିଛି ସ୍ମୃତି । ସବୁଠାରୁ ବଡ଼ ସ୍ମୃତି ହେଲା ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର, ନିଜର ପୂର୍ବ ବିଗ୍ରହ ତ୍ୟାଗ କରି ଏକ ନୂଆ ବିଗ୍ରହରେ ପ୍ରବେଶ କରିଥିଲେ । ଏମିତି ଅନେକ ଛୋଟ ବଡ଼ ଘଟଣାରେ ପୂରି ରହିଛି ବର୍ଷ ୨୦୧୫ । ସେଥିରୁ ମୋର ନିଜର କିଛି ଅନ୍ତରଙ୍ଗ ମୂହୁର୍ତ୍ତକୁ ନେଇ ଏଇ ଲେଖା ।
ସବୁଠାରୁ ବଡ଼ ସ୍ମୃତି ଥିଲା, ରୁମ୍ପିଲାଙ୍କ ସହ ଚିତ୍ରକୂଟ ଓ ତିରଥଗଡ଼ର ଭୋଜି ଓ ଭ୍ରମଣ । ୨୩ ଜାନୁୟାରୀର ଏହି ଭ୍ରମଣ ଥିଲା ୨୦୧୫ର ପ୍ରଥମ ଭ୍ରମଣ । ଦୀର୍ଘ ୫୦୦କିମିର ଯିବା ଆସିବା ପରେ ବି ଥକା ନଥିଲା, କାରଣ ସେ ଜାଗା ଥିଲା ସେମିତି, ଥରେ ଦେଖିଦେଲେ ମନ ପୂରିଯିବ । ପରଦିନ ପୁଣି ସରସ୍ୱତୀ ପୂଜା ଥିଲା । ଏମିତି ଥିଲା ପ୍ରଥମ ଭ୍ରମଣ ।

୨୨ ଜାନୁୟାରୀ ରାତିରେ ଯାତ୍ରା ଆରମ୍ଭ |
ତିରଥଗଡ଼ର ଝରଣା ପାଖରେ ଏକ ମନୋରମ ଦୃଶ୍ୟ । |
ଚିତ୍ରକୂଟର ଝରଣା ଆଗରେ । |
ସମସ୍ତଙ୍କ ସହ ଗୃପ୍ ଫଟୋ । |
ପରେ ପରେ ପୁଣି ଥିଲା ବ୍ରାଞ୍ଚ ପିକ୍ନିକ୍, ସବୁ ପିଲାଙ୍କ ସହ ପ୍ରଥମଥର ଏହି ଭ୍ରମଣ ଥିଲା ଅତ୍ୟନ୍ତ ମଜାଦାର । ଗନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ନୃସିଂହନାଥଙ୍କ ମନ୍ଦିର ଓ ସେ ଝରଣା ଥିଲା ଅତ୍ୟନ୍ତ ମନମୁଗ୍ଧକର ।
ସବୁ ସାଥିଙ୍କ ସହ ଗୃପ୍ ଫଟୋ । |
କଲେଜର ବାର୍ଷିକ ଉତ୍ସବ ଥିଲା ଆହୁରି ମଜାଦର, ଦୁଇଦିନ ଧରି ଚାଲିଥିଲା ଏହି ଉତ୍ସବ ।
କାହ୍ନଭାଇଙ୍କ ସହ ଏକ ମଜାଦାର ଫଟୋ । |
ଓଡ଼ିଆ ସଂଗୀତ ଜଗତର ଉଦୀୟମାନ ଗାୟକ, ବିଷ୍ଣୁମୋହନ କବିଙ୍କ ସହ । |
ଆଉ ଏକ ସ୍ମୃତିଭରା ମୂହୁର୍ତ୍ତ ଥିଲା ଆମର ବଡ଼ ଭାଇଭଉଣୀମାନଙ୍କୁ ଦିଦାୟ ଦେବା । ୬ଷ୍ଠ ସେମିଷ୍ଟାରର ପୂର୍ବରୁ ଅପ୍ରେଲ ୨୦ରେ ହୋଇଥିଲା ଏହି ବିଦାୟର ପର୍ବ ।
ରୁବି ଅପାଙ୍କ ସହ ଏକ ଫଟୋ । |
ଆମ ସାଙ୍ଗ ଆଉ ବଡ଼ ଭାଇଭଉଣୀମାନଙ୍କ ସହ ଏକ ଗୃପ୍ ଫଟୋ । |
୬୯ ତମ ସ୍ୱାଧୀନତା ଦିବସ କଲେଜ ପରିସରରେ ପାଳନ କରିଥିଲୁ, ୪ବର୍ଷ ମଧ୍ୟରେ ପ୍ରଥମ ଥର ସ୍ୱାଧୀନତା ଦିବସ କଲେଜରେ ପାଳିଥିଲି । ସେହି ପାଳନ ଅବସରରେ ବୃକ୍ଷରୋପଣ ଥିଲା ସବୁଠାରୁ ଏକ ବଡ଼ ସ୍ମୃତି, ପ୍ରଥମ କରି ବୃକ୍ଷରୋପଣ କରିଥିଲୁ କଲେଜ ପରିସରରେ ।
ବୃକ୍ଷରୋପଣ । |
ଗଣେଶପୂଜାରେ କଲେଜ ଅଧକ୍ଷଙ୍କ ସହ । |
ଏଇ ବର୍ଷ ଗଣେଶପୂଜା ଓ ବିଶ୍ୱକର୍ମାପୂଜା ଏକାଦିନରେ ପଡ଼ିଥିଲା ଓ କଲେଜରେ ଏକାସାଙ୍ଗରେ ଦୁଇଟିଯାକ ପୂଜା ଅନୁଷ୍ଠିତ ହୋଇଥିଲା ।
ପରେ ପରେ ଦୁର୍ଗାପୂଜା ଛୁଟିରେ ସାଙ୍ଗଙ୍କ ସହ ପୂଜା ବୁଲି ଦେଖିବା ଥିଲା ଆଉ ଏକ ବଡ଼ ଆନନ୍ଦ ।
ବାପାମାଆଙ୍କ ସହ ପୁରୀ, କୋଣାର୍କ ଓ ପାଖାପାଖି ଜାଗାର ଭ୍ରମଣ ଥିଲା ଆଉ ଏକ ବଡ଼ ସ୍ମୃତି । ଦୁର୍ଗାପୂଜାର ଦଶହରା ଦିନ ସକାଳ ୫ଟାରୁ ରାତି ୧୨ଟା ଯାଏ ୫ଟା ସ୍ଥାନ ଭ୍ରମଣ ଥିଲା ମୋର ପ୍ରଥମ ସ୍ମୃତି ଯେଉଁଠି କମ୍ ସମୟରେ ଅଧିକ ଜାଗା ବୁଲିଥିଲୁ ।
ପରିବାରର ସମସ୍ତେ ଏକ ସେଲ୍ଫିରେ । |
୨୦୧୫ର ସବୁଠାରୁ ବଡ଼ ଅନୁଭୂତି ଥିଲା, ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିରେ ଯୋଗଦାନ । ଅକ୍ଟୋବର ୨୫ରେ IMAGE କାର୍ଯ୍ୟାଳୟ ପରିସରରେ ପାଳିତ ଏହି ଉତ୍ସବ ଥିଲା ଅତ୍ୟନ୍ତ ଉତ୍ସାହଜନକ ।
ଉଇକିପେଡ଼ିଆରେ ସମସ୍ତ ବନ୍ଧୁଙ୍କ ସହ ଏକ ଗୃପ୍ ଫଟୋ । |
ପରେ ପରେ କାଳିପୂଜା ତଥା ଦୀପାବଳୀ ଦିନର ସ୍ମୃତି ଥିଲା ଅଲଗା ପ୍ରକାରର । ଦୀପ ଜଳାଇବା ସାଙ୍ଗରେ ସାଙ୍ଗଙ୍କ ସହ ଭୋଜି ଥିଲା ଆନନ୍ଦଦାୟକ ।
ଶେଷରେ ଥିଲା ବଡ଼ଦିନର ଭୋଜି । ରୁମ୍ରେ ୧୫ଜଣ ପିଲାଙ୍କ ସହ ବଡ଼ଦିନ ପାଳିବା ଥିଲା ମୋର ପ୍ରଥମ ଅନୁଭୂତି ।
ଶେଷରେ କହିବାକୁ ଗଲେ ୨୦୧୫ବର୍ଷରେ ମୋର ଆହୁରି ଅନେକ ଛୋଟ ବଡ଼ ସ୍ମୃତି ଅଛି, ଯେମିତିକି ନବକଳେବର ରଥଯାତ୍ରା ପ୍ରତିଯୋଗିତାରେ, ୩ୟ ପ୍ରଶ୍ନରେ ବିଜୟୀ ହେବା ।
ସଂକ୍ଷେପରେ ୨୦୧୫:
*ପ୍ରଥମ କରି ମୋ ଲେଖା ଆମ କଲେଜ ପତ୍ରିକାରେ ସ୍ଥାନ ପାଇଲା, ପୁଣି ଏକାଥରେ ଦୁଇଟି ଲେଖା ।
*୨୦୧୩ରୁ ଟୁଇଟରରେ ଯୋଗଦେଇଥିଲେ ମଧ୍ୟ ୨୦୧୫ ମାର୍ଚ୍ଚରୁ ସଚଳ ହେଲି ।
*ପ୍ରଥମ କରି ବୃକ୍ଷରୋପଣ କଲି ।
*ଭ୍ରମଣ ପାଇଁ ପ୍ରଥମଥରେ ଓଡ଼ିଶା ବାହାରକୁ ଛତିଶଗଡ଼ ଯାଇଥିଲୁ ।
*କୌଣସି ସାମୁହିକ ଉତ୍ସବ(ଉଇକିପିଡ଼ିଆ)ରେ ପ୍ରଥମ କରି ଯୋଗଦେଲି ।
*ନୂଆ କରି ବ୍ଲଗ୍ ଲେଖିବା ଆରମ୍ଭ କଲି । ଓଡ଼ିଆରେ, ଇଂରାଜୀରେ ମଧ୍ୟ ଲେଖିବା ଆରମ୍ଭ କଲି ।
*ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ଅତି ନିକଟରୁ ଅନୁଭବ କରିଥିଲି ।
ଶେଷରେ ବିଦୟ ଦେବାକୁ ହେବ ୨୦୧୫କୁ ଓ ସ୍ୱାଗତ କରିବାକୁ ହେବ ୨୦୧୬କୁ ପୁଣି ଏକ ନୂଆ ଆଶା ଓ ଉଦ୍ଦୀପନର ସହ । ଏକ ନୂଆ ସୂର୍ଯ୍ୟର ଅଲୋକ ସହ ।
Sunday, 22 November 2015
Puja Time in Odisha
Sangram Keshari Senapati
November 22, 2015
19
Odia people celebrate many festivals in a year. From those DurgaPuja is the biggest. Mainly three festivals, DurgaPuja, LaxmiPuja and KaliPuja are celebrated in different places. Cuttack is famous for DurgaPuja, Dhenkanala is for LaxmiPuja and Bhadrak is famous for KaliPuja. These festivals are celebrated in the month of October and November.
Saturday, 21 November 2015
କର୍ତ୍ତବ୍ୟ
Sangram Keshari Senapati
November 21, 2015
0
ନମସ୍କାର !
ଆଜି ମାନେ ନଭେମ୍ବର ୨୧, ୨୦୧୫ରେ ସନ୍ଧ୍ୟାବେଳେ ଭବାନୀପାଟଣା ସହରରେ ବୁଲୁବୁଲୁ ଜଣେ ଲୋକକୁ ଦେଖିଲି, ଯାହାକୁ ମୁଁ ଗତ କିଛିଦିନ ତଳେ ସେହି ପାଖାପାଖି ଜାଗାରେ ବୁଲିବାର ଦେଖୁଥିଲି । ଲୋକଟି ଚିରିଯାଇଥିବା ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛି, ମୁହଁରେ ଲମ୍ବା ଲମ୍ବା ଅଳ୍ପ ପାଚିଥିବା ଦାଢ଼ି । ଦେଖିଲେ ଲାଗୁଛି କି' ତା'ର ମସ୍ତିଷ୍କ ବିକୃତି ଅଛି ଓ ପାଖ ଲୋକଙ୍କଠାରୁ ମଧ୍ୟ ସେହି କଥା ପଚାରି ବୁଝିଲି । ସେଠି ଥିବା ଦୋକାନୀଙ୍କ ଅନୁସାରେ, "ସେ ପାଗଳଟାଏ, ଏଇଠି କିଛି ଦିନ ହେଲେ ବୁଲୁଛି, ପାଖ ଦୁର୍ଗାମଣ୍ଡପ ପାଖରେ ରାତିରେ ଶୋଉଛି" ।
ସନ୍ଧ୍ୟା ସମୟ, ତା'ପରେ ପୁଣି ଶନିବାର, ସେଥିପାଇଁ ବଜାର ପୂରା ଭିଡ଼ ଥିଲା ଓ ଲୋକମାନେ ଠେଲାଗାଡ଼ିରେ ବିକ୍ରି ହେଉଥିବା ଚାଟ୍, ଗୁପଚୁପ, ମକା, ପକୁଡ଼ି, ଚଣା ଆଦି ଦୋକନାମାନଙ୍କରୁ କିଣିକି ଖାଉଥିଲେ । ଏହି ସବୁ ଦୋକାନମାନେ ପ୍ରାୟତଃ ଜିନିଷ ଖବରକାଗଜ କିମ୍ବା ପଲିଥିନ ଜରିରେ ଦିଅନ୍ତି । ଲୋକମାନେ ଖାଇସାରିବା ପରେ ସେହି କାଗଜ କିମ୍ବା ପଲିଥିନକୁ ଆଖପାଖରେ ରଖାଯାଇଥିବା ଅଳିଆଗଦାରେ ନ ପକାଇବାରେ ବେଶି ଆନନ୍ଦ ପାଅନ୍ତି ଓ ସହରରେ ଅଧିକ ଅଳିଆ ହେଉଛି ବୋଲି ଅଭିଯୋଗ କରନ୍ତି । ଏମିତିକି ରାସ୍ତା ଉପରେ ପଡ଼ିଥିବା କିଛି ଅଳିଆ ଯାହାକି କିଛି ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ, ସେ ସବୁ କାହାରି ଆଖିକୁ ଦିଶେ ନାହିଁ । ଆଜି ବି ସେମିତି ଅନେକଲୋକ ରାସ୍ତା ଉପରେ ଅନେକ କାଗଜ ପାକାଉଥିଲେ ଓ ସେହି ଦାଢ଼ିଆ ଲୋକଟି ପ୍ରତ୍ୟେକ କାଗଜକୁ ଗୋଟାଇ ଗୋଟିଏ ଜାଗାରେ ଠୁଳ କରୁଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ସେ ଲୋକଟି ପାଖକୁ ଯାଇ ପଚରିଲି, "ଆପଣ ଏ ସବୁକୁ କାହିଁକି ସଫା କରୁଛନ୍ତି" ? ସେ ଉତ୍ତରରେ କହିଲେ, "ମୁଁ ଅଳିଆରେ ଶୋଇପାରେ ହେଲେ ମୋତେ ଅଳିଆ ଦେଖିବାକୁ ଭଲ ଲାଗେନି, ସେଥିପାଇଁ ଏଇସବୁକୁ ଗୋଟିଏ ଜାଗାରେ ଠୁଳ କରି ରାତିରେ ନିଆଁ ଲଗାଇଦିଏ ।"
ସେ ଲୋକଟିର କଥା ଶୁଣି ଏମିତି ଲାଗିଲା, "ନିଜକୁ ଓ ନିଜର ଘରକୁ ସଫା ରଖୁଥିବା ଲୋକମାନେ ହିଁ ବାହାର ପରିବେଶକୁ ଅଧିକ ଅଳିଆ କରୁଛିନ୍ତି" । ସେ ଦୁନିଆକୁ ସଫା ରଖିବାକୁ ନିଜର କର୍ତ୍ତବ୍ୟ କରିଚାଲିଛି ଏବଂ ଅନ୍ୟମାନେ ପରିବେଶ ପରିଷ୍କାର ପ୍ରତି ନିଜର କର୍ତ୍ତବ୍ୟ ଭୁଲିବାରେ ଲାଗିଛିନ୍ତି ।
This is not a story, it's a real-life experience. In this evening I and one of my friend were gone to the market. There is a mixture shop where a number of people eat corn mixture. The shopkeeper gives in a paper packet. And after eating, everyone throws the paper packets on the road. And there is no dustbin also by the shopkeeper.
We also love that mixture and after eating we also through the paper packets on the road. But today, I saw a man collecting those paper packets and gathering them. That man looks like a mad one. He doesn't have any home to live, so he is sleeping outside of the Durga Mandapa. I asked him about the matter, why he is gathering them? He simply replied me that, he doesn't have any home to sleep. So he is sleeping there. And those paper packets gives him trouble, so he gathering those and make some fire to those. He also said that he doesn't like garbage. He may sleep in the dust, but he doesn't like dust. So he is cleaning them as his duty for the environment.
We all love the cleaned place to live, but we forget about them who are living outside our room. We are cleaning our place and threw the garbage to them. We should take care of them also.

____________________________End____________________________