ରସଗୋଲା ଦିବସ - Blogs by Sangram Keshari Senapati

Wednesday 29 July 2015

ରସଗୋଲା ଦିବସ

ଛେନାରେ ତିଆରି ହୋଇ ଶିରାରେ ପହଁରେ,
ରସଗୋଲା ନାମରେ ତାକୁ ଦୁନିଆ ଜାଣେରେ।

ରସଗୋଲା ସେ’ତା ରଙ୍ଗ ଧବଳ,
ଦେଖିଲେ ପାଟିରୁ ଗଡ଼ିବ ଲାଳ।



ଏକା ଛାଡ଼ିଯିବାରୁ ଲକ୍ଷ୍ମୀ ଯାଆନ୍ତି ରୁଷି,
ରସଗୋଲା ଖାଇ ସେ ହୁଅନ୍ତି ଖୁସି।

ଖୁସି ହୋଇ ସେ ସିଂହଦ୍ୱାରର କବାଟ ଦିଅନ୍ତି ଫିଟେଇ,
ଏତେ ଦିନ ପରେ ରତ୍ନସିଂହାସନେ ବଡ଼ଠାକୁର ବସନ୍ତି ଯାଇ।

ସାଲେପୁର ଆଡ଼େ ଯେବେ ଆସିବ,
ରସଗୋଲା ଖାଇ ସଭିଙ୍କୁ ଖୁସି ବାଣ୍ଟିବ।

ନିଳାଦ୍ରୀବିଜେରେ ରସଗୋଲା ଦିବସ ପାଳନ କରିବ,
ରସଗୋଲା ଖାଇ ଖୁଆଇ କାଳିଆର ଆଶିଷ ଲୋଡ଼ିବ।


____________________________End ____________________________


Rasagola Dibasa is the day for our delicious sweet #Rasagola. In 2015, the year of Nabakalebara the celebration of #RasagolaDibasa initiated. It has declared to celebrate Rasagola Dibasa on Niladri Bije in every year.

This poem is just about Rasagola and some specialties of Rasagola. Lord Jagannatha left Srimandira with his brother and sister for his aunt's home, Gundicha Mandira. He don't think about his wife, so his wife gets angry on him. So he bring some Rasagola for his wife and offer her as bribe. Goddess Laxmi's anger reduces by testing this delicious food.



1 comment:

  1. Katha-kabita.blogpost.in25 July 2018 at 15:32

    ଖୁବ୍ ଭଲ ଲାଗିଲା କବିତାଟି

    ReplyDelete